Live Live
LIVE

ଚଳନ୍ତା ଟ୍ରେନ୍‌ ସାମ୍ନାରେ ଛିଡା ହୋଇଗଲେ ଯୁବକ, ଧକ୍କା ଦେଲା ଲୌହଦାନବ

NEWS7
engineer-throws-bitcoin-worth-34-billion-in-garbage-get-help-of-nasa-to-find

ଭୁବନେଶ୍ୱର ୧୧/୦୩: ଚଳନ୍ତା ଟ୍ରେନ୍ ସାମ୍ନାରେ ଛିଡା ହୋଇଗଲେ ଯୁବକ। ଧକ୍କା ଦେଲା ଟ୍ରେନ । ଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଗଲେ । ହେଲେ ଟ୍ରେନ୍ ଧକ୍କାରେ କଟି ଯାଇଛି ଯୁବକଙ୍କ ଗୋଡ଼। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ବରପାଲି ରେଲୱେ ଫାଟକ ନିକଟରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନା ଥାଉକି, ମୃତ ଯୁବକ ଜଣକ ବରପାଲି ଥାନା ରେମତା ଗାଁର ଲଳିତ ଦେବତା । ଲଳିତ ରେଳ ଫାଟକ ପଡିଥିବା ବେଳେ ଯୁବକ ଜଣକ ଫାଟକ ନିକଟରେ ଛିଡା ହୋଇଥିଲେ । ତାଙ୍କ ପାଖରେ ଅନ୍ୟ ଦୁଇ ଯୁବକ ମଧ୍ୟ ଛିଡା ହୋଇଥିଲେ। ହେଲେ ହଠାତ୍ ଟ୍ରେନ୍ ସାଇରନ ମାରି ଆଗକୁ ଆସୁଥିବା ଜାଣି ରେଳ ଲାଇନ ଉପରେ ଛିଡା ହୋଇ ହାତ ଯୋଡ଼ି ଛିଡ଼ା ହୋଇପଡ଼ିଲେ। ଟ୍ରେନ୍ ଧକ୍କାରେ ଯୁବକଙ୍କ ଗୋଡ଼ କଟି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

also read...

ଓ୍ୱାର ଭିତରେ ସିଲିଣ୍ଡର ପାଇଁ ଯୁଦ୍ଧ, କେଉଁଠି ଗ୍ୟାସ୍ ମିଳୁନି ତ ଆଉ କେଉଁଠି ଲମ୍ବା ଲାଇନ୍