LIVE TV

ଦୁର୍ନୀତିମୁକ୍ତ ସମାଜ ଗଠନର ବାର୍ତ୍ତା ବାଣ୍ଟିଛନ୍ତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କର୍ମଚାରୀ

NEWS7
dharmendra-pradhan-slams-opposition-ruled-states-over-rising-unemployment-rates

କଟକ ୨୧୧: ଦୁର୍ନୀତିମୁକ୍ତ ସମାଜ ଗଠନର ବାର୍ତ୍ତା ବାଣ୍ଟିଛନ୍ତି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କର୍ମଚାରୀ । ଶନିବାର ଏନେଇ କଟକରେ ଆୟୋଜିତ ହୋଇଛି ମିନି ୱାକାଥନ । ଲିଙ୍କ ରୋଡ଼ ନିକଟରୁ ଆରମ୍ଭ ହୋଇ ଏହି ଯାତ୍ରା ବାଦାମବାଡ଼ି ନିକଟରେ ଶେଷ ହୋଇଛି ।

​​​​​​​

ଦୁର୍ନୀତି ନିବାରଣ ପକ୍ଷ ପାଳନ ଅବସରରେ ଏହି ବାର୍ତ୍ତା ଦିଆଯାଇଛି ଯେ ନା ଆମେ ଦୁର୍ନୀତି କରିବା ନା ତାକୁ ପ୍ରଶ୍ରୟ ଦେବା । ଏହା ସମ୍ଭବ ହୋଇପାରିଲେ ବିକଶିତ ଭାରତ ଗଠନର ସ୍ବପ୍ନ ସାକାର ହୋଇପାରିବ ।​​​​​​​​​​​​​​