Live Live
LIVE

ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବିଭିନ୍ନ ପଦବୀ, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର

NEWS7
dharmendra-pradhan-news

ଭୁବନେଶ୍ବର ୯।୩: ଓଡ଼ିଶା ଲୋକସେବା ଭବନରେ ଖାଲି ପଡିଛି ବଡ଼ ବାବୁଙ୍କ ପଦବୀ । ୧୦୫ ଜଣ ଅନୁ ଶାସନ ସଚିବଙ୍କ ପଦବୀ ଖାଲିଥିବା ବେଳେ ୧ ଅତିରିକ୍ତ ଶାସନ ସଚିବ ଖାଲି ପଡ଼ିଛି । ସେହିଭଳି ୨ଟି ଯୁଗ୍ମ ଶାସନ ସଚିବ, ୨ଟି ଉପ ଶାସନ ସଚିବ, ୪ ଜଣ ଡେସ୍କ ଅଫିସର, ୩୬୫ ଜଣ ଉପ ବିଭାଗ ଅଧିକାରୀ, ୩୪୮ ଜଣ ସହକାରୀ ଉପ ବିଭାଗ ଅଧିକାରୀ ପଦବୀ ଖାଲି ପଡିଛି ।

ଏ ଖବର ବି ପଢ଼ନ୍ତୁ:- କଣ୍ଟେନର ସହ ଧକ୍କା ହୋଇ ପସିଗଲା ବାଇକ୍, ଜଳିଗଲା ଉଭୟ ଗାଡ଼ି : ୩ ଆରୋହୀଙ୍କ ମୃତ୍ୟୁ

ବିଧାନସଭାରେ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।