ରାଉରକେଲାରେ ପୋଲିସ ଡିଜିିପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ସାମିଲ ଅଛନ୍ତି ବରିଷ୍ଠ ଅଧିକାରୀ

Published By : Prameya-News7 Bureau | April 28, 2025 IST

ରାଉରକେଲା ୨୮।୦୪ : ରାଉରକେଲାରେ ପୋଲିସ DG ୱାଇବି ଖୁରାନିଆ। ରାଉରକେଲା SP ଙ୍କ କନଫରେନ୍ସ ହଲରେ ଚାଲିଛି ସମୀକ୍ଷା ବୈଠକ। ଝାଡଖଣ୍ଡ CRPF ସହ ରାଉରକେଲା, ସୁନ୍ଦରଗଡ଼ ପୋଲିସର ବି ଚାଲିଛି ସମୀକ୍ଷା ବୈଠକ । 

ତେବେ ମାଓ ଦମନ ପାଇଁ ଦୁଇ ରାଜ୍ୟ ସୁରକ୍ଷା କର୍ମୀଙ୍କ ସମୀକ୍ଷା ବୈଠକ। ଏହି ବୈଠକରେ IG ଅପରେସନ, ଉତ୍ତରାଞ୍ଚଳ IG ହିମାଂଶୁ ଲାଲ୍‌, ଉତ୍ତରାଞ୍ଚଳ EIC,  ସୁନ୍ଦରଗଡ଼ SP, ରାଉରକେଲା SP, କେନ୍ଦୁଝର SP, ଝାଡଖଣ୍ଡ CRPF କମାଣ୍ଡର ସାମିଲ ରହିଛନ୍ତି। ଏହାସହ କାଶ୍ମୀର ଘଟଣା ପରେ ଦେଶରେ ସାମ୍ପ୍ରଦୟିକ ଘଟଣା ଯେପରି ନଘଟିବ ସେଥିପ୍ରତି ନଜର ରଖିବା ପାଇଁ ଚାଲିଛି ସମୀକ୍ଷା ବୈଠକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.