ଆପ୍‌ ବିଧାୟକ ମହେନ୍ଦ୍ର ଗୋୟଲଙ୍କ ପାଇଁ ବଢ଼ିଲା ଅଡୁଆ, ବେଆଇନ ବାଂଲାଦେଶୀ ସିଣ୍ଡିକେଟ୍ ମାମଲାରେ ଦିଲ୍ଲୀ ପୋଲିସର ନୋଟିସ୍‌

Published By : Prameya-News7 Bureau | January 11, 2025 IST

News7

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିର ବିଧାୟକ ମହେନ୍ଦ୍ର ଗୋୟଲଙ୍କ ପାଇଁ ବଢ଼ିଲା ଅଡୁଆ। ବେଆଇନ ବାଂଲାଦେଶୀ ସିଣ୍ଡିକେଟ୍ ମାମଲାରେ ଆପ୍‌ MLA ମହେନ୍ଦ୍ର ଗୋୟଲଙ୍କୁ ନୋଟିସ ଜାରି କରିଛି ଦକ୍ଷିଣ ଦିଲ୍ଲୀ ପୋଲିସ। 

ଗୋୟଲ ହେଉଛନ୍ତି ରିଥାଲାର ବିଧାୟକ। ବାଙ୍ଗଲାଦେଶରୁ ମିଳିଥିବା ଦଲିଲଗୁଡ଼ିକରେ ଗୋୟଲଙ୍କ ଦସ୍ତଖତ ଏବଂ ସିଲ୍ ମିଳିଥିଲା। ଦିଲ୍ଲୀ ପୋଲିସ ମଧ୍ୟ ଆପ୍‌ର ଅନେକ କର୍ମୀଙ୍କୁ ନୋଟିସ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.