୨୦ରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ, ଲୋକସେବା ଭବନରେ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

NEWS7
congress-mla-taraprsad-bahinipati-comes-to-assembly-after-suspenssion

ଭୁବନେଶ୍ୱର ୦୭/୦୨: ଆଜି ବଜେଟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ୧୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ୨୦ରେ ଉପସ୍ଥାପନ କରାଯିବ ରାଜ୍ୟ ବଜେଟ୍ । ଲୋକସେବା ଭବନରେ ଆଜି ଅପରାହ୍ନ ୩ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିବେ ବଜେଟ୍ ସମୀକ୍ଷା । ୨୦୨୫-୨୬ ଆର୍ଥିକ ବର୍ଷ ବଜେଟର ଖର୍ଚ୍ଚ ନେଇ ଆଲୋଚନା । ୨୦୨୬-୨୭ ବଜେଟ ପ୍ରସ୍ତାବକୁ ନେଇ ବିଭିନ୍ନ ବିଭାଗ ସହ ଚର୍ଚ୍ଚା । ମୁଖ୍ୟ ଶାସନ ସଚିବଙ୍କ ସମେତ ସବୁ ବିଭାଗର ସଚିବମାନେ ହେବେ ଉପସ୍ଥିତ ।