ନବରଙ୍ଗପୁରରେ ହେବ ମେଡିକାଲ କଲେଜ , ସବୁ ଜିଲ୍ଲା ହସ୍ପିଟାଲରେ ମିଳିବ MRI ଏବଂ CT ସ୍କାନ୍ ସୁବିଧା

Published By : Prameya-News7 Bureau | August 10, 2025 IST

କୋରାପୁଟ ୧୦।୮: କୋରାପୁଟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । କୋରାପୁଟରେ ୨ ଏକର ଜମିରେ ହେବ କ୍ୟାନସର ହସ୍ପିଟାଲ । ସିକ୍କଲ ସେଲ୍ ରୋଗୀଙ୍କ ପାଇଁ ଡାକ୍ତରଖାନାର ଓ ଗବେଷଣା କେନ୍ଦ୍ର ଖୋଲାଯିବ । ପ୍ରତି ଗ୍ରାମ ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଏଠାରେ ୧୨୦ ପ୍ରକାର ମାଗଣା ଔଷଧ ଓ ୧୬ ପ୍ରକାର ପରୀକ୍ଷା ବିନା ମୂଲ୍ୟରେ ହେବ । 

ସେହିଭଳି ନବରଙ୍ଗପୁରରେ ହେବ ମେଡିକାଲ କଲେଜ । ସବୁ ଜିଲ୍ଲା ଡାକ୍ତରଖାନାରେ MRI ଏବଂ CT ସ୍କାନ ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

You Can Read:

ସହିଦ ଲକ୍ଷ୍ମଣ ନାୟକ ମେଡିକାଲର ନୂଆ ବିଲ୍‌ଡିଂ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ, ରହିଛି ୬୫୦ ଶଯ୍ୟା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.