ମିନି ବସ୍‌କୁ ଧକ୍କା ଦେଲା ଶୁଖୁଆ ବୋଝେଇ ପିକଅପ୍ ଭ୍ୟାନ୍, ୩୦ ଯାତ୍ରୀ ଆହତ

NEWS7
bus-accident-in-rayagada-mukundapur-area

ଦିଗପହଣ୍ଡି ୪।୧: ମିନି ବସ୍ ସହ ପିକଅପ୍ ଭ୍ୟାନ୍ ଧକ୍କା, ୩୦ ଆହତ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଝାଟିପିଟିଆ ଗାଁରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମିନିବସକୁ ଧକ୍କା ଦେଇଛି ଶୁଖୁଆ ବୋଝେଇ ପିକଅପ୍ ଭ୍ୟାନ୍ । ବସରେ ପ୍ରାୟ ୫୦ ଯାତ୍ରୀ ବସିଥିଲେ । ସେମାନଙ୍କ ମଧ୍ୟରୁ ୩୦ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ ଦିଗପହଣ୍ଡି ମେଡିକାଲ୍ ନିଆଯାଇଛି ।