ବାଙ୍କୀ ୪/୬: ବାଙ୍କୀରେ ବିଜେଡିର ବାଜିମାତ୍ । ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ବିଜୟୀ । ବିଜେଡିର ଗ଼ଡ ଥିବା ବାଙ୍କୀ ୨୦୦୪କୁ ଛାଡିଦେଲେ ୨୦୦୦ ମସିହାରୁ ଏହି ଆସନ ଜିତି ଆସୁଛି ବିଜେଡି । ଦେବୀ ରଞ୍ଜନ ପୁରୁଖା ବିଜେଡି ନେତା ପ୍ରଭାତ ରଞ୍ଜନ ତ୍ରିପାଠୀଙ୍କ ପୁଅ । ପ୍ରଭାତ ଲଗାତର ଏହି ଆସନରୁ ଜିତି ଆସୁଥିଲେ । ତେବେ ଚଳିତ ନିର୍ବାଚନରେ ପ୍ରଭାତଙ୍କ ବଦଳରେ ଦେବୀଙ୍କୁ ପ୍ରାର୍ଥୀ କରିଥିଲା ଦଳ ।
କର୍ଣ୍ଣାଟକରେ ମୁସଲିମ୍ କନ୍ଟ୍ରାକ୍ଟରଙ୍କୁ ୪% ସଂରକ୍ଷ...
