ଏଟିଏମ୍‌ରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଦମକଳ ବାହିନୀ

Published By : Prameya-News7 Bureau | April 28, 2024 IST

ବଲାଙ୍ଗୀର ୨୮।୪: ଏଟିଏମ୍‌ରେ ଲାଗିଲା ନିଆଁ । ବଲାଙ୍ଗିର ସଦର ବ୍ଲକ ସାମ୍ନାରେ ଥିବା ଆଇଡିଏଫସି ବ୍ୟାଙ୍କ ଏଟିଏମ୍‌ରେ ନିଆଁ ଲାଗି ଜଳୁଥିବା ଦେଖିବାକୁ ମିଳିଛି । ତେବେ କିଭଳି ପରିସ୍ଥିତିରେ ନିଆଁ ଲାଗିଲା ତାହା ଜଣାପଡିନଥିବା ବେଳେ କେତେ ଟଙ୍କା ଜଳିଛି ତାହା ମଧ୍ୟ ଜଣାପଡିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଆଜି ରବିବାର ବ୍ୟାଙ୍କ ବନ୍ଦ ଥିବାବେଳେ ଏଟିଏମରେ ନିଆଁ ଲାଗିଛି ।

You Can Read :

କାର୍‌ରୁ ମିଳିଲା ୫ ଲକ୍ଷ ଟଙ୍କା, କେଉଁଠୁ ଆସିଲା ଏତେ ଟଙ୍କା ଛାନଭିନ୍ ଜାରି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.