ବଣାଇ ୧୬।୫: ସୁନ୍ଦରଗଡ ଜିଲ୍ଲା ବଣାଇ ନିର୍ବାଚନ ମଣ୍ଡଳୀର ରାଜାମୁଣ୍ଡା ବାଇପାସ୍ ଖେଳ ପଡିଆରେ ଏକ ନିର୍ବାଚନ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାର ଉପରେ ବର୍ଷିବା ସହିତ ମୋଦିଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସାଧାରଣଙ୍କୁ ବୁଝେଇଥିଲେ । ତାଙ୍କ ସାଙ୍ଗରେ ଥିଲେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଜୁଏଲ ଓରାମ, ବଣାଇ MLA ପ୍ରାର୍ଥୀ ସେବତୀ ନାୟକ ପ୍ରମୁଖ ।
You Can Read :
ପାଟଣାଗଡରେ ଉଦୟପୁର ଯୁବରାଜ ଓ ରାଣୀ, ଶାଶୁ-ଶ୍ବଶୁରଙ୍କ ପାଇଁ କଲେ ପ୍ରଚାର ରାଜାଘର ଜ୍ବାଇଁ