କୋଣାର୍କ ୨୪।୫: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଏଏସଆଇ ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ । କୋଣାର୍କରେ ପହଞ୍ଚି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହିତ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେମାନଙ୍କ ସହିତ ପୁରୀ ସର୍କଲ ଅଧିକାରୀଙ୍କ ସମେତ ୧୫ ଜଣିଆ ବିଶେଷଜ୍ଞ ଟିମ୍ ।
ତେବେ ଖୁବ୍ଶୀଘ୍ର ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ନେଇ ସୂଚନା ମିଳିଛି । ସୂର୍ଯ୍ୟମନ୍ଦିରର ବିଭିନ୍ନ କାରୁକାର୍ଯ୍ୟକୁ ତନଖି ଦେଖିଲେ ଏଏସ୍ଆଇ ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ ।
You Can Read: