ଭୁବନେଶ୍ବରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର, ୨୯ରେ ବୁଥ୍ ସ୍ତର ଅଧିକାରୀଙ୍କ ସହ ବୈଠକ

NEWS7
anupams-new-movie-is-coming-sidhant-in-the-lead-role

ଭୁବନେଶ୍ବର ୨୭।୧୨: ଓଡ଼ିଶାରେ ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନବନ୍ଦରରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର । ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛି । ୨୯ ତାରିଖରେ ବୁଥ୍ ସ୍ତର ଅଧିକାରୀଙ୍କ ସହ ବୈଠକ ରହିଛି । ଏଥିପାଇଁ ଓଡ଼ିଶା ଆସିଛି ବୋଲି ଜ୍ଞାନେଶ କୁମାର କହିଛନ୍ତି । ୩ ଦିନିଆ ଓଡ଼ିଶା ଗସ୍ତ ରହିଛି ବୋଲି କହିଛନ୍ତି ଜ୍ଞାନେଶ କୁମାର ।