ନୂଆଦିଲ୍ଲୀ ୧୨।୦୭ : ୧୨ ଜୁଲାଇ ୨୦୨୪କୁ ମୁମ୍ବାଇରେ ଆୟୋଜିତ ହୋଇଥିଲେ ଏକ ଐତିହାସିକ ସମାରୋହ । ଯାହା ଭାରତ ନୁହେଁ, ବରଂ ପୁରା ବିଶ୍ୱର ଧ୍ୟାନ ନିଜ ଆଡକୁ ଆକର୍ଷଣ କରିଥିଲା । ଏହି ଦିନ ଭାରତର ଶ୍ରେଷ୍ଠ ଉଦ୍ୟୋଗପତିଙ୍କ ପୁତ୍ର ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ହୋଇଥିଲା । ଯାହା ଏକ ପାରିବାରିକ ଆୟୋଜନ ନଥିଲା, ବଂର ଭାରତୀୟ ପରମ୍ପରାର ଏକ ଝଲକ ଥିଲା ।
୨୦୨୪ରେ ମୁମ୍ବାଇ ସ୍ଥିତ ଜିଓ କନ୍ଭେସନ ସେଣ୍ଟରରେ ଅମ୍ବାନୀ ପରିବାରର ଛୋଟ ପୁଅ ଅନନ୍ତ ଅମ୍ବାନୀ ଓ ବିରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଦେଶ-ବିଦେଶର ବହୁ ମାନ୍ୟଗନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଏହି ବିବାହ ଉତ୍ସବରେ ସମସ୍ତ ଭାରତୀୟ ସଂସ୍କୃତି ଓ ପରମ୍ପରା ଝଲକ ଦେଖିବାକୁ ମିଳିଥିଲା । ତେବେ ଏହି ସମାରୋହରେ ସାମିଲ ହୋଇଥିବା ଅତିଥି ମଧ୍ୟରେ ରହିଥିଲେ…
ଧର୍ମଗୁରୁ
ସ୍ୱାମୀ ସଦାନନ୍ଦ ସରସ୍ୱତୀ, ଶଙ୍କରାଚାର୍ଯ୍ୟ, ଦ୍ୱାରିକା
ସ୍ୱାମୀ ଅଭିମୁକ୍ତେଶ୍ୱରନନ୍ଦ ସରସ୍ୱତୀ, ଶଙ୍କରାଚାର୍ଯ୍ୟ, ଜୋଷିମଠ
ଗୌରାଙ୍ଗ ଦାସ ପ୍ରଭୁ, ଡିଭିଜିଓନାଲ ଡାଇରେକ୍ଟର, ଇସ୍କନ
ଗୌର ଗୋପାଳ ଦାସ, ସାଧୁ, ଇସ୍କନ
ରାଧାନାଥ ସ୍ୱାମୀ, ସଦସ୍ୟ, ଇସ୍କନ
ପୂଜ୍ୟଶ୍ରୀ ରମେଶଭାଇ ଓଜା
ଗୌତମଭାଇ ଓଜା
ପୁଜ୍ୟଶ୍ରୀ ଦେଭ୍ପ୍ରସାଦ ମହାରାଜା
ଭିଜୁବେନ୍ ରଜାନୀ, ଶ୍ରୀ ଆନନ୍ଦୱାଓ୍ୱା ସେବା ସଂସ୍ଥା
ଶ୍ରୀ ବାଲକ ଯୋଗେଶ୍ୱରଦାସ ଜି ମହାରାଜ, ବଦ୍ରିନାଥ ଧାମ୍
ଶ୍ରୀ ନମ୍ରମୁନି ମହାରାଜ, ଜୈନ ମୁନି, ପ୍ରତିଷ୍ଠାତା- ପ୍ରସାଧାମ୍
ଧୀରେନ୍ଦ୍ର କୁମାର ଗର୍ଗ, ଗୁରୁ, ବାଗେଶ୍ୱର ଧାମ୍
ବାବା ରାମଦେବ, ଯୋଗ ଗୁରୁ
ସ୍ୱାମୀ ରମ୍ଭାଦ୍ରଚାର୍ଯ୍ୟ
ସ୍ୱାମୀ କୈଳାଶନନ୍ଦ, ମହାମଣ୍ଡଳେଶ୍ୱର , ନିରଞ୍ଜନୀ ଆଖଡ଼ା
ଅଭେଶାନନ୍ଦ ଗିରି, ମହାମଣ୍ଡେଶ୍ୱର, ଜୁନା ଆଖଡ଼ା
ଶ୍ରୀ ଦେଭକିନନ୍ଦନ ଠାକୁରଜୀ ମହାରାଜ, ବିଶ୍ୱ ଶାନ୍ତି ସେବା ଟ୍ରଷ୍ଟ
ଦିନି ମା ସାଧ୍ବୀ ରିତାମ୍ଭରା ଜୀ, ବସ୍ଛାଳୟ ଗ୍ରାମ
ସ୍ୱାମୀ ପରମାତନାଦ ଜୀ, ପ୍ରତିଷ୍ଠାତା, ପରମ ଶକ୍ତି ପୀଠ
ଶ୍ରୀ ବିଶାଳ ରାକେଶ ଜୀ ଗୋସ୍ୱାମୀ, ମୁଖ୍ୟ ପୂଜକ, ଶ୍ରୀନାଥଜୀ ମନ୍ଦିର
ରାଜନେତା
ଜନ୍ କେରୀ (ଆମେରିକୀୟ ରାଜନୈତିଜ୍ଞ)
ଟୋନି ବ୍ଲେୟାର ( ପୂର୍ବତନ ପ୍ରଧାନମନ୍ତ୍ରୀ, ୟୁକେ)
ବୋରିସ ଜନ୍ସନ୍ ( ପୂର୍ବତନ ପ୍ରଧାନମନ୍ତ୍ରୀ, ୟୁକେ)
ମୋଟିଓ ରେନ୍ଜି ( ପୂର୍ବତନ ପ୍ରଧାନମନ୍ତ୍ରୀ, ୟୁକେ)
ସେବାଷ୍ଟିଅନ୍ କୁର୍ଜ ( ପୂର୍ବତନ ପ୍ରଧାନମନ୍ତ୍ରୀ, ଅଷ୍ଟ୍ରିୟା)
ଷ୍ଟିଫେନ୍ ହାର୍ପର ( ପୂର୍ବତନ ପ୍ରଧାନମନ୍ତ୍ରୀ, କାନାଡା)
ମହମ୍ମଦ ନାସିଦ୍ ( ପୂର୍ବତନ ପ୍ରଧାନମନ୍ତ୍ରୀ, ମାଲଦ୍ୱୀପ)
ଅଭିନେତା ଓ କ୍ରିକେଟର
ଶାହାରୁଖ ଖାନ୍ (ବଲିଉଡ୍ ଅଭିନେତା)
ସଲ୍ମାନ ଖାନ୍ (ବଲିଉଡ୍ ଅଭିନେତା)
ଅମିର ଖାନ୍ (ବଲିଉଡ୍ ଅଭିନେତା)
ପ୍ରିୟଙ୍କା ଚୋପ୍ରା
ମହେନ୍ଦ୍ର ସିଂହ ଧୋନି
ରୋହିତ ଶର୍ମା
ସୂର୍ଯ୍ୟକୁମାର ଯାଦବ