Live Live
LIVE

ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପରିବର୍ତ୍ତନ ସମାବେଶରେ ହେବେ ସାମିଲ

NEWS7
aap-suffers-a-big-setback-before-the-elections-7-mlas-resign-from-the-party-at-once-

ଭୁବନେଶ୍ୱର ୧୦।୦୩ : ପଶ୍ଚିମବଙ୍ଗ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗରେ ହେବାକୁ ଥିବା ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ଯୋଗ ଦେବେ ।ଏପିରିକି ମେଦିନୀପୁରର ମୋୟନା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଜନସଭାକୁ ବି ସମ୍ଭୋଧନ କରିବେ ମୁଖ୍ୟମନ୍ତ୍ରୀ ।