ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନକୁ ନେଇ ନିର୍ମାଣ ହେଉଛି ଫିଲ୍ମ, ଖୁବଶୀଘ୍ର ହେବେ ରିଲିଜ୍

Published By : Prameya-News7 Bureau | July 27, 2025 IST

କଟକ ୨୭।୦୭ :  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନକୁ ନେଇ ଚଳଚଚ୍ଚିତ୍ର ନିର୍ମାଣ ହୋଇଛି  । ଖୁବ ଶିଘ୍ର ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଯାହାର ଶୀର୍ଷକ ରହିଛି ମହାମହିମ ଦିନି ଜି ମୁର୍ମୁ । ତେବେ ରିଲିଜ୍‌ ପୂର୍ବରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସାତୋଟି ପୁରସ୍କାର ହାସଲ କରିସାରିଲାଣି ମହାମହିମ ଦିଦି ଜି ମୁର୍ମୁ । ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଡ ଆବୁ ରହୁଥିବା ବ୍ରହ୍ମାକୁମାରୀ ପ୍ରଭା ମିଶ୍ରା ଏହି ଫିଲ୍ମର ନିର୍ମାଣ କରିଛନ୍ତି । କଟକର ଏକ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଛନ୍ତି ଫିଲ୍ମର ନିର୍ମାତା ପ୍ରଭା ମିଶ୍ରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.