LIVE TV
LIVE TV

ଓଡ଼ିଶାରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, ଅପରାହ୍ନରେ ବିଧାନସଭାକୁ ସମ୍ବୋଧନ କରିବେ ମହାମହିମ

NEWS7
6-school-children-died-as-bus-hits-school-van-in-satna

ଭୁବନେଶ୍ୱର ୨୭।୧୧ : ରାଜଭବନରେ ରାଷ୍ଟ୍ରପତି । ଗୁରୁବାର ଦିନ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି । ଏହାପରେ ସେଠାରୁ ସ୍ୱତନ୍ତ୍ର କାର୍‌କେଡ୍‌ ଜରିଆରେ ରାଜଭବନକୁ ଯାଇଛନ୍ତି । କିଛି ସମୟର ବିଶ୍ରାମ ପରେ ରାଷ୍ଟ୍ରପତି ଓଡ଼ିଶା ବିଧାନସଭାକୁ ଅଭିମୁଖେ ଗସ୍ତ କରିବେ। ସେଠାରେ ବିଧାନସଭା ଶୀତକାଳୀନ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି।