ଭୁବନେଶ୍ବରରେ ଚାଞ୍ଚଲ୍ୟ, ୨ଟି ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ଜିଆର୍‌ପିର ତନାଘନା

Published By : Prameya-News7 Bureau | April 25, 2025 IST

BREAKING NEWS

ଭୁବନେଶ୍ବର ୨୫/୪: ରାଜଧାନୀରେ ଚାଞ୍ଚଲ୍ୟ । ୨ଟି ଷ୍ଟେସନରେ ପଡିଛି ୨ଜଣଙ୍କ ମୃତଦେହ । ଗୋଟିଏ ମୃତଦେହ ବାଣୀବିହାର ନିକଟ ରେଳ ଧାରଣାରୁ ମିଳିଛି । ଅନ୍ୟ ଏକ ମୃତଦେହ ଲିଙ୍ଗରାଜ ରେଳ ଧାରଣାରୁ ଉଦ୍ଧାର ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ଜଣାପଡିନି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି । ୨ଟି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଛାନ୍‌ଭିନ୍‌ ଚଳାଇଛି ଜିଆରପି। 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.