ବାରବାଟୀରେ ଟିମ୍ ଇଣ୍ଡିଆ, ନେଟ୍‌ ପ୍ରାକ୍ଟିସ୍‌ ପାଇଁ ପହଞ୍ଚିଲା ଦଳ

NEWS7
1700-year-old-roman-hoard-includes-gold-coins-depicting-illegitimate-emperor

କଟକ ୦୮।୧୨ : ବାରବାଟୀରେ ଟିମ୍ ଇଣ୍ଡିଆ । ମଙ୍ଗଳବାର ଟି-୨୦ ମ୍ୟାଚ୍ ପୂର୍ବରୁ ବାରବାଟୀ କ୍ରିକେଟ୍ ଷ୍ଟାଡିୟମରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆର ସମସ୍ତ ପ୍ଲେୟାର । ଏହାପରେ ଟିମ୍ ଇଣ୍ଡିଆ ପକ୍ଷରୁ ଆରମ୍ଭ ହେବ ଅଭ୍ୟାସ୍ । ଯେଉଁଥିରେ ପୋଲିସ ପ୍ରଶାସନ ଓ ବାରବାଟୀ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ।