ବିଚ୍ ରାସ୍ତାରେ ସେଲିବ୍ରେସନ୍, ଖଣ୍ଡାରେ କେକ୍ କାଟି ଅଭିଯୁକ୍ତଙ୍କ ପାଓ୍ୱାର ସୋ’

NEWS7
11-married-women-flee-with-lovers-in-up-with-pm-housing-scheme-funds

ଭୁବନେଶ୍ୱର ୧୦।୦୧ : ଅପରାଧୀଙ୍କ ପାଓ୍ୱାର ସୋ । ହାତରେ ଖଣ୍ଡା ଧରି ଜନ୍ମଦିନ ସେଲିବ୍ରେସନ କରୁଛନ୍ତି ହତ୍ୟା ଅଭିଯୁକ୍ତ । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଖୋଦ ରାଜଧାନୀରୁ ଆସିଛି ଏପରି ଦୃଶ୍ୟ । ଯାହାକି ଭୁବନେଶ୍ୱରର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଣି ଥର ପ୍ରଶ୍ନବାଚୀ ସୃଷ୍ଟି କରୁଛି ।