LIVE TV

ଦ୍ଵାରଶୁଣି ଘାଟିରେ କାର୍ ଉପରେ ଓଲଟିଲା ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ

NEWS7
ଖଣ୍ଡଗିରି-ଅଞ୍ଚଳରେ-କାର୍-ଭଡ

ବାରିପଦା ୧୮।୧୦: ବାଙ୍ଗିରିପୋଷି ସ୍ଥିତ ଦ୍ଵାରଶୁଣି ଘାଟିରେ ଏକ କାର୍ ଉପରେ ଓଲଟିଲା ବସ୍ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ଶ୍ରୀଗଣେଶ’ ନାମକ ବସ୍ ତିରିଙ୍ଗରୁ ବାରିପଦା ଆସୁଥିବା ସମୟରେ ଦ୍ଵାରଶୁଣି ଠାକୁରାଣୀ ପୀଠ ପାଖରେ ଓଲଟିଲା ସମସ୍ତ ଆହତଙ୍କୁ ବାଙ୍ଗିରିପୋଷି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ରାଇରଙ୍ଗପୁରରୁ ବାଲେଶ୍ଵର ଫେରିବା ବେଳେ ବସ୍‌ଟି ଭାରସାମ୍ୟ ହରାଇ କାର୍ ଉପରେ ଓଲଟି ପଡ଼ିଛି ସୌଭାଗ୍ୟବଶତଃ ବସ୍ ଓ କାର୍‌ର କୌଣସି ଯାତ୍ରୀ ଗୁରୁତର ଭାବରେ ଆହତ ହୋଇନାହାନ୍ତି ସାମାନ୍ୟ ଆହତ ଅବସ୍ଥାରେ ଯାତ୍ରୀ ମାନଙ୍କୁ ବାଙ୍ଗିରିପୋଷି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି