ହୋଲି ଖେଳିଲେ ରଙ୍ଗ ବଦଳିଯାଏ, କିନ୍ତୁ ଗାଧୋଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ

NEWS7
youth-dead-after-drowning-in-pond-in-bhubaneswar

ଭୁବନେଶ୍ବର ୪।୩: ରାଜ୍ୟସଭା ନିର୍ବାଚନ ନେଇ ବିଜେପିକୁ ତେରଛା ବାଣ ମାରିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର । ହୋଲି ଖେଳିଲେ ରଙ୍ଗ ବଦଳିଯାଏ, କିନ୍ତୁ ଗାଧୋଇ ପଡିଲେ ଅସଲ ଚେହେରା ସାମ୍ନାକୁ ଆସେ । ଓଡ଼ିଶାବାସୀ ଅସଲ ଚେହେରାକୁ ଚିହ୍ନଛନ୍ତି । ଆମେ ଆଶାବାଦୀ ଆମର ଦୁଇ ପ୍ରାର୍ଥୀ ଜିତିବେ ।