ଭୂକମ୍ପ ଝଟ୍‌କାରେ ଥରିଲା କଟକ, ଘରୁ ବାହାରକୁ ଦୌଡ଼ି ଆସିଲେ ଲୋକେ

NEWS7
woman-mruta-in-electric-shock-in-jaleswar

କଟକ ୨୭।୦୨ : ଭୂକମ୍ପରେ ଥରିଲା କଟକ । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ । ବର୍ତ୍ତମାନ ଯାଏଁ ଭୂକମ୍ପର ତିବ୍ରତା କେତେ ରହିଥିଲା । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।