Live Live
LIVE

ଯାତ୍ରା ପ୍ରେମୀଙ୍କ ପାଇଁ ଖୁସି ଖବର, ପିୟୁଷଙ୍କ ଅଭିନୟରେ ଆଉ ଲାଗିବନି ରୋକ୍‌

NEWS7
niaras-efforts-to-demand-a-separate-state-for-odisha-youth-hand-over-demand-letter-to-284-bdo

ଭୁବନେଶ୍ୱର: ଯାତ୍ରା ପ୍ରେମୀଙ୍କ ପାଇଁ ଖୁସି ଖବର। ପିୟୁଷଙ୍କ ଅଭିନୟରେ ଆଉ ଲାଗିବନି ଅଙ୍କୁଶ। ପୀୟୁଷ ମଞ୍ଚରେ ଅଭିନୟ କରିବା ନେଇ ତଳ କୋର୍ଟର ରାୟକୁ ଭୁବନେଶ୍ୱରର ଜିଲ୍ଲା ଜଜ୍ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। । ଅପେରା ସୂର୍ଯ୍ୟ ମନ୍ଦିର କରିଥିଲା ଏ ଚ୍ୟାଲେଞ୍ଜ କରିଥିଲା। ତେବେ ତଳକୋର୍ଟର ରାୟକୁ ଜିଲ୍ଲା ଜଜ୍ କୋର୍ଟ କାଏମ ରଖିଛନ୍ତି।

also-ଗାଧୋଇବାକୁ ଯାଇଥିଲେ ଦୁଇ ଭାଇ, ପାଣି ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ