ଯାତ୍ରା ମଞ୍ଚରେ ଅଭିନୟ କରିବେ ପୀୟୂଷ ତ୍ରିପାଠୀ, ଅନୁମତି ଦେଲେ ଭୁବନେଶ୍ବର ସିଭିଲ ଜଜ୍

NEWS7
mizoram-earthquake-of-magnitude-near-5-on-the-richter-scale

ଭୁବନେଶ୍ବର: ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଉପୁଜିଥବା ବିବାଦରେ ପଡ଼ିଲା ବିବାଦ। ଏହି ମାମଲାରେ ରାୟ ଶୁଣାଣି ଭୁବନେଶ୍ବର ସିଭିଲ କୋର୍ଟ ପୀୟୂଷଙ୍କୁ ଯାତ୍ରା ‘ସିଂହବାହିନୀ’ରୁ ମଞ୍ଚ ଚଢ଼ିବାକୁ ଅନୁମତି ଦେଇଛନ୍ତି। ଆଉ କୋର୍ଟଙ୍କ ଏହି ରାୟ ପରେ ପୀୟୂଷଙ୍କର ଖଣ୍ଡଗିରିରେ ମଞ୍ଚ ଚଢ଼ିବା ପଥ ପରିଷ୍କାର ହୋଇଛି। ସେପଟେ ଏଖବର ଆସିବା ପରେ ପୀୟୂଷଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି।

Updating...