ଆଜି ବି ଚାଲିପାରିଲାନି ବିଧାନସଭା, ଅପରାହ୍ନ ୪ଟା ଯାଏଁ ମୁଲତବୀ

NEWS7
massive-crowd-at-delhi-up-border-during-lockdown

ଭୁବନେଶ୍ୱର ୨୩।୦୧ : ବିଧାନସଭା ଅଧିବେଶନ । ଗୃହ ପୁଣି ମୁଲତବୀ । ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ବିଧାନସଭାରେ ଧାନ ମଣ୍ଡି ଓ ସହ ବିଭିନ୍ନ ପ୍ରସଙ୍ଗ ନେଇ ନାରାବାଜି କରିଥିଲେ ବିରୋଧୀ ।