ରାଖାଲଗୁଡ଼ା ଓ ଏମ୍ଭି-୨୬ରେ ଧାରା ୧୬୩ ଲାଗୁ, ୪ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା

NEWS7
last-meeting-girls-life-was-heavy-brutally-murdered

ମାଲକାନଗିରି ୦୮।୧୨ : ରାଖାଲଗୁଡ଼ା ଗାଁରେ ଗଣ୍ଡଗୋଳ ଘଟଣା । ଜିଲ୍ଲା ପୋଲିସର ଜୋରଦାର ଆକ୍ସନ । ଉଭୟ ରାଖାଲଗୁଡ଼ା ଓ ଏମ୍ଭି-୨୬ ଗାଁରେ ବିଏନ୍ଏସ୍ ୧୬୬ ଧାରା ଲାଗୁ । ଏହାସହିତ ଉଭୟ ଗାଁର ଥିବା ସମସ୍ତ ସ୍କୁଲକୁ ୪ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।