ସାଢେ ଦୁଇଟା ସୁଦ୍ଧା ୪୩ ଟପିଲା ତାତି, କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର

Published By : Prameya-News7 Bureau | April 20, 2024 IST

ଭୁବନେଶ୍ବର ୨୦।୪: ଆଜି ବି ତାତି ଜୋର । ତତଲା ତାଓ୍ବାରେ ଭାଜି ହେଉଛି ସାରା ଓଡିଶା । ଶନିବାର ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ କେନ୍ଦୁଝର ରାଜ୍ୟର ସବୁଠୁ ଉତ୍ତପ୍ତ ସହର । କେନ୍ଦୁଝରରେ ୪୩.୫ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡ଼ାରେ ୪୩.୨, ସମ୍ବଲପୁରରେ ୪୨.୭, ରାଉରକେଲା ଓ ହୀରାକୁଦରେ ୪୨.୬, ଚାନ୍ଦବାଲିରେ ୪୧.୪, ଭୁବନେଶ୍ବରରେ ୪୦.୫, ବାଲେଶ୍ବରରେ ୪୦.୨, ପୁରୀରେ ୩୪.୬, ପାରାଦୀପରେ ୩୩.୨, ଗୋପାଳପୁରରେ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି ।

You Can Read : 

ନୂଆପଡାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା କଲରାପତରିଆ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.