ସ୍ମାର୍ଟଫୋନ୍‌ରୁ ଡିଲିଟ୍‌ କରନ୍ତୁ ଏହି ୧୭ଟି ବିପଦ୍ଜନକ ଆପ୍‌

Published By : Prameya-News7 Bureau | January 19, 2020 IST

ନୂଆଦିଲ୍ଲୀ - ଏବେ ଅଧିକାଂଶ ଲୋକ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି । ସ୍ମାର୍ଟଫୋନ୍‌ରେ ଏବେ ବ୍ୟାଙ୍କିଙ୍ଗ୍‌ ସହ ଅନେକ ପ୍ରକାରର ଆର୍ଥିକ କାରବାର କରୁଛନ୍ତି । ତେବେ ଏପରି କେତକ ଆପ୍‌ ରହିଛି ଯାହା ସ୍ମାର୍ଟଫୋନ୍‌ ପାଇଁ ଅତି ବିପଦ୍ଜନକ । ଏପରି ୧୭ଟି ଆପ୍‌ ରହିଛି ଯାହା ଅତି ବିପଦଜ୍ଜନକ । ଏହି ଆପ୍‌ ଫୋନରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟକ୍ତିଗତ ତଥ୍ୟକୁ ଚୋରି କରି ନେଇଥାଏ ।

ବିଭିନ୍ନ ଡେଭଲପର୍‌ ଓ ଏହା ଉପରେ ଗବେଷଣା କରୁଥିବା ବିଶେଷଜ୍ଞମାନେ ଏହି ଆପ୍‌କୁ ଡିଲିଟ୍‌ କରିବା ପାଇଁ ପରାମର୍ଶ । ବିଟ୍‌ଫେଣ୍ଡର ନାମକ ଆପ୍‌କୁ ୫୫୦୦୦ ଜଣ ଡାଉନ୍‌ଲୋଡ୍‌ କରି ସାରିଲେଣି । Bitdefender ଏଥିରେ ଅନେକ ଆଡ୍‌ ଆସିବା ସହ କେବଳ ବ୍ୟାଟେରୀ ଉପରେ ଚାପ ପକାଇବା ପାଇଁ ଏହି ଆପ୍‌ ଉଦିଷ୍ଟ ।

{"id":147298,"sizeSlug":"large"}

ଏହି ଆପ୍‌ମାନେ ଗୁଗୁଲ୍‌ ଆପ୍‌ ଷ୍ଟୋରରେ ଉପଲବ୍ଧ ହେଲେ ମଧ୍ଯ ବିଭିନ୍ନ ଆପ୍‌କୁ ଗୁପ୍ତରେ ପ୍ଲାଣ୍ଟ କରିଥାଆନ୍ତି । ଏମାନେ ଆପ୍‌ରେ ଥିବା ବିଭିନ୍ନ ଗୁପ୍ତ କୋଡ୍‌ ବା ସିକ୍ରେଟ୍‌ କୋଡ୍‌କୁ ଡିଭାଇସ୍‌ ବା ସ୍ମାର୍ଟଫୋନ୍‌ରେ ପ୍ଲାଣ୍ଟ କରନ୍ତି । ମଲ୍ଟିପଲ୍‌ ରିସୋର୍ସ ଫାଇଲ୍‌ ସହ ଆପ୍‌ ଇନଷ୍ଟଲ ହୋଇଯାଇଥାଏ ।

{"id":154809,"sizeSlug":"large"}

କାର୍‌ ରେସିଂ ଗେମ୍‌ଠାରୁ ବାରକୋଡ୍‌ ସ୍କାନର ଏପରି ଅନେକ ବିପଦ୍ଜନକ ଆପ୍‌ ଅଛି । ଏମାନେ ବିଭିନ୍ନ ବ୍ୟକ୍ତିଗତ ତଥ୍ଯକୁ ଟ୍ରାକ କରିଥାଆନ୍ତି । ଏପରି ବିପଦ ଜନକ ଆପ୍‌ର ତାଲିକା ନିମ୍ନରେ ଦିଆଗଲା

କାର୍‌ ରେସିଂ ୨୦୧୯
Car Racing 2019

ଫୋର୍‌ କେ ଓ୍ୱାଲପେପର୍‌
4K Wallpaper (Background 4K Full HD)

ବ୍ୟାକ ଗ୍ରାଉଣ୍ଡ ଫୋର୍‌କେ ଏଚ୍‌ଡି
Backgrounds 4K HD

କ୍ୟୁଆର୍‌ କୋଡ୍‌ ରିଡର୍‌ ଆଣ୍ଡ ବାରକୋଡ୍‌ ସ୍କାନର ପ୍ରୋ
QR Code Reader and Barcode Scanner Pro

ଫାଇଲ୍‌ ମ୍ୟାନେଜର ପ୍ରୋ
File Manager Pro - Manager SD Card/Explorer

ଭିଏମ୍ଓଡବ୍ଲୁ ସିଟି
VMOWO City: Speed Racing 3D

ବାର୍‌କୋଡ ସ୍କାନର
Barcode Scanner

ସ୍କ୍ରିନ ଷ୍ଟ୍ରିମ ମିରରିଂ
Screen Stream Mirroring

କ୍ୟୁଆର୍‌ କୋଡ୍‌ -ସ୍କାନ ଆଣ୍ଡ ରିଡ୍‌ ଏ ବାର୍‌କୋଡ୍‌
QR Code - Scan and Read a Barcode

ପିରିୟଡ ଟ୍ରାକର
Period Tracker - Cycle Ovulation Women's

କ୍ୟୁଆ୍‌ ଆଣ୍ଡ ବାରକୋଡ୍‌ ସ୍କାନ ରିଡର
QR and Barcode Scan Reader

ଓ୍ୱାଲପେପର୍‌ ଫୋର୍‌କେ ବ୍ୟାକ୍‌ ଗ୍ରାଉଣ୍ଡ ଏଚ୍‌ଡି
Wallpapers 4K, Backgrounds HD

ଟ୍ରାନସଫର୍‌ ଡାଟା ସ୍ମାର୍ଟ
Transfer Data Smart

ଏକ୍ସପ୍ଲୋରେର ଫାଇଲ୍‌ ମ୍ୟାନେଜର
Explorer File Manager

ଟୁଡେ ଓ୍ୱେଦର୍‌ ରାଡାର
Today Weather Radar

ମୋବିନେଟ୍‌.ଆଇଓ- ବିଗ୍‌ ଫିସ୍‌ ଫ୍ରେଞ୍ଜି
Mobnet.io: Big Fish Frenzy

କ୍ଲକ ଏଲ୍‌ଇଡି
Clock LED

ଆଣ୍ଡ୍ରଏଡ୍‌ ବ୍ୟବହାରକାରୀମାନଙ୍କୁ ଫୋନ୍‌ରେ କୌଣସି ପ୍ରକାରର ଆପ୍‌ ଜନିତ ସମସ୍ୟା ଦେଖାଗଲେ ତୁରନ୍ତ ତାକୁ ଯାଞ୍ଚ କରିବା ପାଇଁ କୁହାଯାଉଛି ।

ଏଗୁଡିକ ମାଲ୍‌ଓ୍ୱାର ହୋଇ ନଥିଲେ ବି ରିସ୍କଓ୍ୱାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.