ଗଣତନ୍ତ୍ର ଦିବସରେ ବିକ୍ରି ହେବ ଆମିଷ, କଟକଣା ପ୍ରତ୍ୟାହାର କଲେ ଜିଲ୍ଲାପାଳ

NEWS7
florish-india-company-manager-arrested-of-chit-fund-scam

ଜୟପୁର ୨୫।୧: ଚାପରେ ଚେପା କୋରାପୁଟ ଜିଲ୍ଲାପାଳ । ବିବାଦ ପରେ ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ଉପରେ ଜାରି ହୋଇଥିବା କଟକଣା ପ୍ରତ୍ୟାହାର କଲେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଥିଲା । ଏହାକୁ ବ୍ୟକ୍ତିଗତ ସ୍ବାଧୀନତାର ଉଲଂଘନ ବୋଲି ଅନେକ କହିଥିଲେ ।