ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ନିଆରା ପ୍ରଚାର : ପାର୍କରେ ଖେଳୁଛନ୍ତି, ଆଉ ଲୋକଙ୍କ ସମସ୍ୟା ବୁଝୁଛନ୍ତି

Published By : Prameya-News7 Bureau | April 18, 2024 IST

ଭୁବନେଶ୍ୱର ୧୮।୦୪: ବିଜେଡି ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କ ପାର୍କ ଭ୍ରମଣ । ଏକାମ୍ର ନିର୍ବାଚମଣ୍ଡଳୀର ଭସ୍କେଶ୍ୱର୍ ପାର୍କ ଓ ବରଗଡ଼ ବିଡିଏ ପାର୍କ ବୁଲି ଲୋକଙ୍କ ସମସ୍ୟା କଥା ବୁଝିଲେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ଏବଂ ବିଧାୟକ ପ୍ରାର୍ଥୀ  ଅଶୋକ ଚନ୍ଦ୍ର ପଣ୍ଡା ।

ତେବେ ପାର୍କ ଉନ୍ନତି କରିବା ସହ କିଭଳି ଭସ୍କ୍ରେଶ୍ୱର୍ ପାର୍କରେ ଶୌଚାଳୟ ହେବ । ତାହା ପ୍ରତି ନଜର ଦେଇଛନ୍ତି । ଏହାସହିତ ନିଜକୁ ଫିଟ୍ ରଖିବା ସହ ସମସ୍ତଙ୍କୁ ଫିଟ୍ ରହିବାକୁ ମଧ୍ୟ ମନ୍ତ୍ର ଦେଇଛନ୍ତି  ସାଂସଦ ପାର୍ଥ । ସେହିପରି ବଡଗଡ ବ୍ରିଟ କଲୋନୀରେ ଚା ଚର୍ଚ୍ଚା କରିଛନ୍ତି । ବିଭିନ୍ନ ଲୋକ ସମେତ  କର୍ପୋରେଟର ସହ ଆଲୋଚନା କରିଛନ୍ତି । 

 

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.