ଭିଜିଲାନ୍ସ ଅଫିସର କହି ବଡ଼ ବଡ଼ ଅଫିସରଙ୍କୁ ଠକୁଥିଲେ, ଧରାପଡ଼ି ଜେଲ୍ ଗଲେ ଦୁଇ ଠକ

NEWS7
disruptive-health-care-in-various-phcs-in-badachana-jajpur

ସୋନପୁର ୧୨।୧୨: ଭିଜିଲାନ୍ସ ଅଫିସର କହି ବଡ ବଡ ଅଫିସରଙ୍କୁ ଠକୁଥିଲେ । ଏବେ ନିଜେ ଭିଜିଲାନ୍ସ ହାତରେ ଧରାପଡ଼ିଗଲେ । ଭିଜିଲାନ୍ସ ଜାଲରେ ଧରାପଡ଼ି ଜେଲ୍ ଗଲେ ଦୁଇ ଠକ । ଗିରଫ ଦୁଇ ଠକ ହେଲେ ମେଣ୍ଡାମାଳ ଗାଁର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସମ୍ପର୍କୀୟ ପ୍ରଦୀପ କୁମାର ପଣ୍ଡା । ଜଣେ ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା ମାଗିଥିବା ସୂଚନା ରହିଛି ।