ବୌଦ୍ଧ: ଭାଉଜକୁ ଭୁଜାଲିରେ ହାଣି ହତ୍ୟା କଲା ଦିଅର । ହତ୍ୟା ପରେ ମନମୁଣ୍ଡା ଥାନାରେ ଦିଅରର ଆତ୍ମସମର୍ପଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମନମୁଣ୍ଡା ଇଲେକ୍ଟ୍ରି ଅଫିସ ନିକଟରେ । ମୃତକ ହେଉଛନ୍ତି ସୋଭାଗିନି ସାହୁ ।
ତେବେ ପାରିବାରିକ କଳହକୁ ନେଇ ହତ୍ୟାକାରୀ ବଲ୍ଲଭ ସାହୁ ନେଇ ହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ, ମନମୁଣ୍ଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Updating...