ସ୍କୁଟରକୁ ଧକ୍କା ଦେଲା ବସ୍‌, ଚାଲିଗଲା ନ୍ୟୁଜ୭ ସାମ୍ବାଦିକାଙ୍କ ଜୀବନ

NEWS7
ବର୍ଷାରେ-ବେହାଲ୍-ରାଜଧାନୀ

ଭୁବନେଶ୍ୱର ୦୬।୦୧ : ଜୀବନ ନେଇଗଲା ସାରଳା ବସ୍ । ସ୍କୁଟରକୁ ଧକ୍କା ଦେଇ ପ୍ରାୟ ୩୦ ମିଟର ଘୋଷାଡ଼ି ନେଇଗଲା ବସ୍ । ଯାହାଫଳରେ ଗାଡ଼ିରେ ଯାଉଥିବା ଦୁଇ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳିନଥିବା ବେଳେ ଉଭୟ ଭୁବନେଶ୍ୱରର ବାସିନ୍ଦା ବୋଲି ସୂଚନା ମିଳିଛି ।