କାମ ବେଳେ ଅଘଟଣ, ଆଜବେଷ୍ଟରୁ ପଡ଼ି ଚାଲିଗଲା ସଲମାନଙ୍କ ଜୀବନ

Published By : Prameya-News7 Bureau | July 01, 2025 IST

Breaking_1

ଆସ୍କା ୦୧।୦୭ : ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ସମବାୟ ଚିନି ଶିଳ୍ପରେ ଅଘଟଣ । ଆଜବେଷ୍ଟ ଛାତରୁ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଯାଜପୁର ବିଞ୍ଝାରପୁର ଅଞ୍ଚଳର ୨୪ ବର୍ଷୀୟ ସଲମାନ ଖାନ୍‌ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସିକା ନୂଆଗାଁ ସ୍ଥିତ ସମବାୟ ଚିନି ଶିଳ୍ପରେ କାମ ଚାଲିଥିଲା । ଏହି ସମୟରେ ହଠାତ୍‌ ଆଜବେଷ୍ଟ ଛାତରେ କାମ କରୁଥିବା ଜଣେ ଯୁବକ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ । ଯାହାପରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଯାଜପୁର ବିଞ୍ଝାରପୁର ଅଞ୍ଚଳର ୨୪ ବର୍ଷୀୟ ସଲମାନ ଖାନ୍‌ ବୋଲି ଜଣାପଡିଛି 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.