ବାରିପଦା: ଗୋପାଳପୁର, କେନ୍ଦୁଝରରେ ପରେ ଏବେ ବାରିପଦାରେ ଲଜ୍ଜା। ବାରିପଦାରେ ଜଣେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରଜାବସାରେ ଜଣେ ମହିଳାଙ୍କୁ ଉଠାଇନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ସ୍ବାମୀ ୪ ଯୁବକଙ୍କ ନାଁରେ ଏତଲା ଦେଇଥିବାବେଳେ, ଏତଲା ଆଧାରରେ ବାରିପଦା ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।
Update...