ଭୁବନେଶ୍ବର ୪।୮: ରାସ୍ତା ଉପରେ ଛାତ୍ରୀଙ୍କ ଆନ୍ଦୋଳନ । ଭୁବନେଶ୍ବର ୟୁନିଟ୍ ୧ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ବିକ୍ଷୋଭ । ସ୍କୁଲ ଗେଟ୍ ଆଗରେ ବ୍ୟାଗ୍ ଏବଂ ସାଇକେଲ ରଖି ପ୍ରତିବାଦ କରିଛନ୍ତି ଛାତ୍ରୀ । ପ୍ରଧାନ ଶିକ୍ଷକଙ୍କ ଗିରଫଦାରୀକୁ ବିରୋଧ କରି ପ୍ରତିବାଦ କରିଛନ୍ତି । ମିଛ କେସ୍ରେ ଫସାଇଥିବା ଛାତ୍ରୀମାନେ ଅଭିଯୋଗ ଆଣିଛନ୍ତି ।
କିଛି ଦିନ ପୂର୍ବରୁ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ବଡ଼ପଣ୍ଡାଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଆନ୍ଦୋଳନରତ ଛାତ୍ରୀ ମାନଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି ।
You Can Read:
ବୌଦ୍ଧ MVI ଗିରଫ : ବହୁତଳ କୋଠା ସହ ରହିଛି ୪୪ପ୍ଲଟ୍, ଝିଅ ପଢାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ