ତହସିଲଦାରଙ୍କ ଗାଡ଼ି ଭଙ୍ଗାରୁଜା, ଚଢ଼ଉ ପାଇଁ ଯାଇଥିବାବେଳେ ମାତିଲେ ମାଫିଆ

Published By : Prameya-News7 Bureau | November 11, 2023 IST

ଉଦଳା: ମାଙ୍କଡ଼ା ପଥର ମାଫିଆଙ୍କ ଦୌରାତ୍ମ୍ୟ। ତହସିଲଦାରଙ୍କ ଗାଡ଼ି ଓ ଡ୍ରାଇଭରକୁ ଆକ୍ରମଣ । ଘଟଣା ଘଟିଛି ଉଦଳା ତହସିଲ ନୂଆଗାଁ ଅଞ୍ଚଳରେ ଘଟଣା। ମିିଳିଥିବା ସୂଚନା ଅନୁଯାୟୀ, ଚଢ଼ଉ ପାଇଁ ଯାଇଥିବା ବେଳେ ଉଦଳା ତହସିଲଦାରଙ୍କ ଗାଡ଼ିକୁ ଆକ୍ରମଣ କରିଛନ୍ତି ମାଫିଆ।

Story Updating...

You Can Also Read: କେନ୍ଦୁଝରରୁ ଚୋରି ବୋଲେରୋ କଲିକତାରୁ ଜବତ, ଜଣେ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.