ବୃଷ ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ମଧ୍ୟମ ରହିବ, ବ୍ୟବସାୟରେ ଲାଭ ମିଳିପାରେ

Published By : Prameya-News7 Bureau | July 04, 2025 IST

ମେଷ- କୌଣସି ଗୁପ୍ତ ଖବର ମିଳିପାରେ। ଅନ୍ୟମାନଙ୍କ ସହ ମତଭେଦ ହେବା ସମ୍ଭାବନା ରହିଛି। ଧନ ଋଣ ଚିନ୍ତା କମିପାରେ। ପୁରୁଣା କାମ ସଫଳ ହେବ। ସ୍ୱାସ୍ଥ୍ୟ ଠିକ ରହିବ। ଅନାବଶ୍ୟକ ଚିନ୍ତାରୁ ଦୂରରେ ରୁହନ୍ତୁ।

ବୃଷ- ପ୍ରେମ ସମ୍ପର୍କରେ ନୂଆ ଆଶା ଜନ୍ମ ନେବ। ବ୍ୟବସାୟରେ ଲାଭ ମିଳିପାରେ। ପ୍ରତିଯୋଗିତାରେ ସଫଳତା ମିଳିପାରେ। ମନ ଶାନ୍ତି ରହିବ। ଦିନ ମଧ୍ୟମ ହେବା ସମ୍ଭାବନା ରହିଛି।

ମିଥୁନ- ନିଯୁକ୍ତି ଓ ଚାକିରିରେ ନୂଆ ସୁଯୋଗ ମିଳିପାରେ। ବଡ଼ ଲୋକଙ୍କ ସହ ଯୋଗାଯୋଗ ବଢ଼ିପାରେ। ମନ ଆଳସ୍ୟରେ ରହିପାରେ। ବଡ଼ ନିଷ୍ପତ୍ତି ନେବାରେ ସତର୍କ ରୁହନ୍ତୁ। ଦୁର୍ଘଟଣାର ଯୋଗ ଅଛି।

କର୍କଟ- ଧନ ଲାଭ ଓ ଯାତ୍ରା ଯୋଗ ରହିଛି। ବାହାରେ କାମ କରିଥିବା ଲୋକ ପାଇଁ ଦିନ ଭଲ। ବୃଦ୍ଧି ଓ ସମ୍ମାନ ମିଳିପାରେ। ପିଲାମାନଙ୍କୁ ନେଇ ଚିନ୍ତା କମିପାରେ। ମନ ଖୁସି ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିପାରେ।

ସିଂହ- ନୂଆ ଯୋଜନା ଆରମ୍ଭ କରିବେ। ରାଜନୈତିକ କିମ୍ବା ସାମାଜିକ କାର୍ଯ୍ୟରେ ଲୋକପ୍ରିୟତା ମିଳିପାରେ। ନିଜ ମନରୁ ଶକ୍ତି ମିଳିବ। ଶତ୍ରୁ ଦୁର୍ବଳ ହେବେ। ଅନ୍ୟମାନଙ୍କୁ ନେଇ ସତର୍କ ରୁହନ୍ତୁ।

କନ୍ୟା- ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପ୍ରେମ ସମ୍ପର୍କରେ ଉନ୍ନତି ହୋଇପାରେ। ଆର୍ଥିକ ଅବସ୍ଥା ସ୍ବାଭାବିକ ରହିବ। ନିଜ ପାଇଁ କିଛି ସମୟ ଦିଅନ୍ତୁ। ବୃଦ୍ଧି ପାଇଁ ସହଯୋଗ ମିଳିପାରେ।

ତୁଳା- ପ୍ରେମ ଓ ବ୍ୟବସାୟରେ ଗତି ଆସିବ। ଧନର ଉପରେ ଅଧିକ ଖର୍ଚ୍ଚ ହେବ। ବୃଦ୍ଧି ଓ ସଫଳତା ମିଳିପାରେ। ଅନାବଶ୍ୟକ କଥାରୁ ଦୂରେଇ ରୁହନ୍ତୁ।

ବୃଷ- ଲାଭର ସମ୍ଭାବନା ରହିଛି। ଜମି କିମ୍ବା ଘର ନିମନ୍ତେ କିଛି ନିଷ୍ପତ୍ତି ହେବ। ବ୍ୟବସାୟରେ ସୁଖଦ ଫଳ ମିଳିପାରେ। ବିନା କାରଣରେ ମୁହଁ ଖୋଲନ୍ତୁ ନାହିଁ। 

ଧନୁ- ଯାତ୍ରା ଓ ଶିକ୍ଷା ସମ୍ବନ୍ଧୀୟ କାମରେ ଗତି ଆସିବ। ଅଭିଜ୍ଞତା ବଢ଼ିବ। ବଡ଼ ଲୋକଙ୍କ ସହ ମିଳିବା ଯୋଗ ଅଛି । ନିଜ ଉଦ୍ୟମରେ ଶ୍ରେଷ୍ଠତା ଆସିପାରେ।

ମକର- କାମରେ ଅଧିକ ଦାୟିତ୍ୱ ମିଳିପାରେ। ସମୟ ଅନୁସାରେ ନିଷ୍ପତ୍ତି ନେବା ଦରକାର। ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ମାନସିକ ଶକ୍ତିକୁ ବଢ଼ାନ୍ତୁ।

କୁମ୍ଭ- ସାମାଜିକ ଓ ବ୍ୟବସାୟ ଜୀବନରେ ସଫଳତା ମିଳିପାରେ। ମନ ଖୁସି ରହିବ। ଶ୍ରମର ସଫଳତା ଦେଖିପାରିବେ। ବଡ଼ କାମରେ ନିଜ ଉଦ୍ୟମ ଫଳ ଦେବ। ବୃଦ୍ଧ ଲୋକଙ୍କ ଶୁଭ ଆଶୀର୍ବାଦ ମିଳିପାରେ।

ମୀନ- ଆର୍ଥିକ ଲାଭ ଓ ମାନସିକ ସମାଧାନ ମିଳିପାରେ। ଅନ୍ୟମାନଙ୍କ ସହ ସମ୍ପର୍କ ଭଲ ହେବ। କିଛି ନୂଆ ଶିଖିବା ଯୋଗ ରହିଛି। ଦିନ ଶୁଭ ରହିବ। ଉତ୍ସାହ ଓ ଧୈର୍ଯ୍ୟରେ କାମ କରନ୍ତୁ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ 

ଯୋଗାଯୋଗ – 8249826682

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.