ଭୁବନେଶ୍ବର ୯।୭: ସି-ସୋର ଚିଟ୍ଫଣ୍ଡ ଠକେଇ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି । ସିବିଆଇକୁ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ଯାଏଁ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି ।
ତେବେ ଏହି ପରିପ୍ରେକ୍ଷୀରେ ରବୀନ୍ଦ୍ର ଜେନା ହାଜର ହୋଇ ପକ୍ଷ ରଖିବାକୁ ସିବିଆଇ ନୋଟିସ୍ କରିଛି । ଆସନ୍ତା ୧୪ ତାରିଖରେ ହାଜର ହେବାକୁ ସିବିଆଇ ପକ୍ଷରୁ ନୋଟିସ୍ କରାଯାଇଛି । ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେସ୍ ସମ୍ବନ୍ଧୀୟ ରେକର୍ଡ ପତ୍ର ଯୋଗାଇ ଦେବାକୁ ରବୀନ୍ଦ୍ର ଜେନା ହାଇକୋର୍ଟ ଯାଇଥିଲେ ।
You Can Read:
ଆଇପିଏସ୍ ସ୍ତରରେ ଅଦଳ ବଦଳ : ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍