କୋରାପୁଟ ୦୨।୦୮ : କୋରାପୁଟ ୩୨୬ ନମ୍ବର ଜାତୀୟ ରାଜପଥ ପୋଡ଼ାଗଡ଼ କନ୍ୟାଶ୍ରମ ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରକ ସହ ବାଇକ୍ର ମୁହାଁମୁହିଁ ଧକ୍କା । ଯାହାଫଳରେ ଘଟଣାସ୍ଥଳରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
‘୨୦୧୯ରେ ମୋର ବାପାଙ୍କ ନିଧନ ହୋଇଥିଲା, ୨୦୨୦ରେ କୃଷି...
