ପୁରୀ ୧୪।୦୬ : ଶୃଙ୍ଖଳିତ ରଥଯାତ୍ରା ପାଇଁ ଗୁରୁତ୍ବପୂର୍ଣ୍ଣ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକ। ମୁଖ୍ୟ ପ୍ରଶାସକଙ୍କ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ। ଏହି ବୈଠକରେ ଜିଲ୍ଲାପାଳ, ଦଇତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସହିତ ଚାରି ବାଡ଼ଗ୍ରାହୀ ଉପସ୍ଥିତ। ଶୃଙ୍ଖଳିତ ଘୋଷଯାତ୍ରା ସମ୍ପାଦନା ନେଇ ଚାଲିଛି ଆଲୋଚନା। ଶ୍ରୀମନ୍ଦିର ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ।
ଇରାନକୁ ନେତାନ୍ୟାହୁଙ୍କ ଚେତାବନୀ, ଆଗକୁ ଆହୁରି ବିନାଶ...
