ସପ୍ତାହକରେ ୧୭୦ ଟଙ୍କା ମହଙ୍ଗା ହେଲାଣି କ୍ରୁଡ୍ ଓଏଲ୍, ଜାଣନ୍ତୁ ଆପଣଙ୍କ ସହରରେ କେତେ ଲିଟର ପିଛା ଦାମ୍ ?

Published By : Prameya-News7 Bureau | May 11, 2025 IST

informalnewz

ନୂଆଦିଲ୍ଲୀ ୧୧।୦୫ : ଖାଉଟିଙ୍କୁ ଲାଗିଲାଣି ଝଟ୍‌କା । ବଢିଲାଣି ପେଟ୍ରୋଲ ଦର । ଏକ ସପ୍ତାହ ମଧ୍ୟରେ ଅଶୌଧିତ ତୈଳ ଦରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ସପ୍ତାହକ ମଧ୍ୟରେ ୨ ଡଲାର ମାନେ ପାଖାପାଖି ୧୭୦ ଟଙ୍କା ବୃଦ୍ଧି ହୋଇସାରିଲାଣି । ବର୍ତ୍ତମାନ ସମୟରେ ଅଶୌଧିତ ତୈଳ ଦର ପ୍ରତି ବ୍ୟାରେଲ୍‌ ପିଛା ୬୧-୬୩ ଡଲାର ମଧ୍ୟରେ ରହୁଛି । ଏହାସହିତ ଆସନ୍ତୁ ଜାଣି ମେ ୧୧ ତାରିଖରେ ଦେଶର ତୈଳ କମ୍ପାନୀମାନଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଦର ବିଷୟରେ...

ସହର
ପେଟ୍ରୋଲ

ଡିଜେଲ୍‌

ଦିଲ୍ଲୀ
୯୪.୭୨
୮୭.୬୨
ମୁମ୍ବାଇ
୧୦୩.୪୪
୮୯.୯୭
କୋଲକାତା
୧୦୩.୯୪
୯୦.୭୬
ଚେନ୍ନାଇ
୧୦୦.୮୫
୯୨.୪୪
ବେଙ୍ଗାଲୁରୁ
୧୦୨.୮୬
୮୯.୦୨
ଲକ୍ଷ୍ନୌ
୯୪.୬୫
୮୭.୭୬
ନୋଏଡା
୯୪.୮୭
୮୮.୦୧
ଚଣ୍ଡିଗଡ
୯୪.୨୪
୮୨.୪୦
ପାଟନା
୧୦୫.୧୮
୯୨.୦୪
ଭୁବନେଶ୍ୱର
୧୦୦.୯୪
୯୨.୫୨
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.