ଗୋରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର, ହତ୍ୟାକରି ଫିଙ୍ଗି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ

Published By : Prameya-News7 Bureau | July 10, 2025 IST

କଣ୍ଟାବାଞ୍ଜି ୧୦।୭: କଣ୍ଟାବାଞ୍ଜି ଗୋରୁ ବଜାର ଠାରେ ଗୋରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଆଣିଲେ ଅଭିଯୋଗ । ମୃତକ ହେଉଛନ୍ତି ତୁରେକେଲା ଥାନା ଘୁନେସ ପଞ୍ଚାୟତ କାଦୋବେଡା ଗାଁର ଧନିରାମ ଖୁରା । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅଧିକ ତଦନ୍ତ କରୁଛି ।

You Can Read:

ହୀରାକୁଦ ଜଳଭଣ୍ଡାରର ୧୬ ଗେଟ୍ ଖୋଲା : ଜଳସ୍ତର ରହିଛି ୬୦୫.୩୧ ଫୁଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.