ଆସନ୍ତା ୨୧ରେ ଓଡ଼ିଶା ଆସିବେ ଅମିତ ଶାହ

NEWS7
youth-dead-body-found-in-rourkela-murder-suspect

ଭୁବନେଶ୍ଵର: ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ଜନତା ମଇଦାନରେ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ସହ ବିଶାଳ ସମାବେଶକୁ ସମ୍ବୋଧିତ କରିବେ ଶାହ।

News updating...