ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା, ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା କେସ୍

NEWS7
western-odisha-12-hour-bandh-demanding-high-court-bench

ଭୁବନେଶ୍ୱର ୨୫।୧୨: ଚାନ୍ଦବାଲିରେ ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଡିଜିଙ୍କ ବଡ଼ ବୟାନ। ଦୁଷ୍କର୍ମ ଓ ହତ୍ୟା ମାମଲାକୁ ରେଡ୍ ଫ୍ଲାଗ ନେଇ ସୂଚନା ଦେଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚାନ୍ଦବାଲି ଥାନା ରାମପଲ୍ଲୀ ଗାଁର ସତ୍ୟବ୍ରତ ଦାସ ।ଅଭିଯୁକ୍ତକୁ ଜଗତସିଂହପୁରରୁ ବାନ୍ଧିଛି ପୋଲିସ । ଏହି ମାମଲାର ତ୍ବରିତ୍ ତଦନ୍ତ ସାରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଡିଜିପି କହିଛନ୍ତି ।