ଇତିହାସ ରଚିଲେ ବିଜୟ ଶଙ୍କର : ବିଶ୍ୱକପର ୪୪ ବର୍ଷର ଇତିହାସ ଏହିଭଳି କରିଥିବା ସେ ପ୍ରଥମ ଭାରତୀୟ

Published By : Prameya-News7 Bureau | June 17, 2019 IST

ଭାରତୀୟ କ୍ରିକେଟ ଦଳର ଅଲ ରାଉଣ୍ଡର ଖେଳାଳି ବିଜୟ ଶଙ୍କର ବିଶ୍ୱକପ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଇତିହାସ ରଚିଛନ୍ତି । ପାକିସ୍ତାନ ବିପକ୍ଷରେ ବିଶ୍ୱକପର ୨୨ ମୁକାବିଲାରେ ବିଜୟ ଇତିହାସ ରଚିଛନ୍ତି । ବିଶ୍ୱକପରେ ପ୍ରଥମ ବଲରେ ୱିକେଟ ନେଇଥିବା ସେ ପ୍ରଥମ ଭାରତୀୟ ଖେଳାଳି । ୪୪ ବର୍ଷର ଇତିହାସରେ ପ୍ରଥମ ବଲରେ ୱିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ସେ ତୃତୀୟ ବୋଲର ।

{"id":123852}

ପାକିସ୍ତାନର ଇନିଂସ ବେଳେ ୫ ଓଭରରେ ବୋଲିଂ କରିବାକୁ ଆସିଥିବା ବିଜୟ ଶଙ୍କର ଇମାମି ଉଲ ହକଙ୍କୁ ପ୍ରଥମ ବଲରେ ଆଉଟ କରିଦେଇଥିଲେ । ବ୍ୟାଟିଂରେ ସେ ୧୫ ବଲରେ ୧୫ ରନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.