LIVE TV

ରାମାୟଣ ଷ୍ଟେଜ୍‌ରେ ଅଶ୍ଳୀଳତା ପରିବେଷଣ ଘଟଣା ପହଞ୍ଚିଲା ଥାନାରେ, କାର୍ଯ୍ୟାନୁଷ୍ଠାନ ଦାବି କଲା ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ

NEWS7
urvashi-rautela-spotted-on-the-road-with-price-tag-on-her-dress-photo-goes-viral-on-social-media

ଦିଗପହଣ୍ଡି ୧୮୧୧ରାମାୟଣ ଷ୍ଟେଜ୍ରେ ନିଶା ମହାରଣାଙ୍କ ଆଇଟମ୍ ଡ୍ୟାନ୍ସ ସାଙ୍ଗକୁ ସୀତାଙ୍କୁ ଉଲଗ୍ନ ଘଟଣା ପହଞ୍ଚିଲା ଥାନାରେ । ରାମାୟଣରେ ଅପସଂସ୍କୃତି ବାଦ ନାଚରେ ରାବଣର ଆପତ୍ତିଜନକ ଦୃଶ୍ୟ ପ୍ରତିବାଦରେ ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ତରଫରୁ ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି । ଆୟୋଜକଉକ୍ତ ରାମାୟଣର ନିର୍ଦ୍ଦେଶକରାବଣ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ସଂଘ ।