ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଟଳିଲା ଟପ୍‌ ମାଓ ନେତା ଗଣେଶ

NEWS7
two-mruta-in-durghatna-at-nabarangapur

କନ୍ଧମାଳ ୨୫।୧୨ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୋଲିସ ଗୁଳିରେ ଟଳିଲେ ଟପ୍ ମାଓ ନେତା ଗଣେଷ । ସୁରକ୍ଷାକର୍ମୀ ଗୁଳିରେ ଟପ୍ ମାଓନେତା ଗଣେଷ ସମେତ ୪ ମାଓବାଦୀ ନିହତ ହୋଇଛନ୍ତି । ଗଣେଷ ଓଡ଼ିଶା କ୍ୟାଡର ମୁଖ୍ୟ ଥିଲେ । ଯାହାଙ୍କ ମୁଣ୍ଡ ଉପରେ ୧ କୋଟି ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।