LIVE TV

ଟ୍ରେନ୍ ରହଣୀ ଦାବିରେ ରେଳରୋକ, ଅଧାରେ ଅଟକିଲା ଅହମ୍ମଦାବାଦ-ହାୱଡା

NEWS7

କୁଚିଣ୍ଡା ୧୫/୦୪: ରେଳ ରହଣୀ ଦାବିରେ ରେଳରୋକ । ଅଧାବାଟରେ ଟ୍ରାକରେ ଅଟକିଲା ଅହମ୍ମଦାବାଦ ହାୱଡା । ସମ୍ବଲପୁର ଜିଲ୍ଲା ଗଡ଼ପୋଷ ରେଳ ଷ୍ଟେସନ ଠାରେ ଟ୍ରେନ ରହଣି ଦାବିରେ ଅଟକିଛି ଗାଡି ।

wp:gallery {"ids":[511657],"linkTo":"none"} /wp:gallery

ଗଡପୋଷ ରେଳ ସଂଘର୍ଷ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ରେଳରୋକ କରାଯାଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।